ସ୍ୱାଧୀନତା ଦିବସରେ ବଡ଼ ନିଷ୍ପତ୍ତି ନେଇଛନ୍ତି କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ମଧ୍ୟ କାର୍ଯ୍ୟକାରୀ ହୋଇନି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ। ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ପ୍ରଶାସନ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ଶ୍ରୀ ସୁରଜ। ଯୁକ୍ତ ୩ କଲେଜରେ ଉତ୍ତମ ଶିକ୍ଷା ପାଇଁ ଏହା ଜରୁରୀ ବୋଲି କହିଛନ୍ତି।
