Oplus_131072

କଟକ: ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ। ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜିକରଣ। ହାଇବ୍ରିଡ଼ ଏବଂ ଅନଲାଇନରେ ହେବ ପଞ୍ଜିକରଣ। ପଞ୍ଜିକରଣରେ ୧୦ଟି ଟିମ ନିୟୋଜିତ ରହିଛନ୍ତି। ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ। କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ। ଅକ୍ଟୋବର ୨୭ରୁ ଆରମ୍ଭ ହେବ ପ୍ଲଟ ନିଲାମ ।

Leave a Reply

Your email address will not be published. Required fields are marked *