Oplus_131072

ଭୁବନେଶ୍ବର: ଦୀର୍ଘ ୫ ବର୍ଷ ପରେ ପୁଣି ମହାତ୍ମା ଗାନ୍ଧୀ ମାର୍ଗକୁ ଫେରିଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ଏଣିକି ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆଉ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବନି। ପୂର୍ବପରି ମହାତ୍ମା ଗାନ୍ଧୀ ମାର୍ଗରେ ଯେପରି ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ହେଉଥିଲା ସେହିପରି ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *