ଚଳିତ ଶିକ୍ଷା ବର୍ଷ ୨୦୨୫- ୨୬ ପାଇଁ ଦୁଇ ବର୍ଷିଆ ବିଏଡ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ହୋଇଛି ।
୨୦୨୫-୨୬ ଶିକ୍ଷାବର୍ଷରେ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚିଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (SSB) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ ।
ଏବେ ଯୁକ୍ତ ୨ ପରେ ଛାତ୍ରଛାତ୍ରୀ ବିଏଡ କରି ପାରିବେ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତି ନେଇଛନ୍ତି ।