ପୂର୍ବରୁ ବଂଶାନୁକ୍ରମିକ ପ୍ରମାଣପତ୍ର ବାଧ୍ୟତାମୂଳକ ଥିବାରୁ ଚାଷୀ ପଞ୍ଜୀକରଣରେ ଅନେକ ସମସ୍ୟା ଭୋଗୁଥିଲେ । ଚାଷୀ ଯେପରି ନିଜ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସରକାର ନିଜସ୍ବ ଘୋଷଣାନାମାରେ ପଞ୍ଜୀକରଣକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।