Oplus_131072

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ |

ଆଜି ଅତିରିକ୍ତ ମୁଖ୍ଯ ଶାସନ ସଚିବ ଏବଂ ଅନ୍ଯ ବିଭାଗର ସଚିବଙ୍କ ସମେତ ରାଜସ୍ୱ ଓ ବ୍ଯୟ ପରିଚାଳନା ବିଭାଗର ସମସ୍ତ ଅଧିକାରୀ ଜନସେବାର ଭାବନା ନେଇ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଓଡ଼ିଶାର ତିନୋଟି ରାଜସ୍ୱ କ୍ଷେତ୍ରର ରାଜସ୍ୱ କମିଶନର ମାନେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ। ଏଥିରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଇଡିଏମ, ସବ-କଲେକ୍ଟର, ରାଜସ୍ୱ, ସମସ୍ତ ତହସିଲ ଏବଂ ସବ୍-ରେଜିଷ୍ଟ୍ରର ମାନେ ଉପସ୍ଥିତ ଥିଲେ।

ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଜମି ଲିଜ ରେ ଦେବା ବାଧ୍ୟତାମୂଳକ ଥିଲା। ଡିସେମ୍ବର ୩୦ରେ ଏହା ଧାର୍ଯ୍ଯ ହୋଇଥିଲା। ୨୦ଟି ରାଜସ୍ୱ ଗ୍ରାମ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା। ଡିସେମ୍ବର ୩୧ସୁଦ୍ଧା ସମସ୍ତ ବିଦ୍ୟାଳୟକୁ ଜମି ବଣ୍ଟନ କରାଯିବ।

Leave a Reply

Your email address will not be published. Required fields are marked *