ତେଲେଙ୍ଗାନା ହାଇକୋର୍ଟରୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି।

ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଯିବା ସହ ନାମାପଲ୍ଲୀ କୋର୍ଟରୁ ଅଲ୍ଲୁଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲା।

ପୁଷ୍ପା ୨ର ପ୍ରିମିୟରରେ ହୋଇଥିବା ଦଳାଚକଟା ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା କାରଣରୁ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ। ବର୍ତମାନ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରା ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି।

Leave a Reply

Your email address will not be published. Required fields are marked *