ଅମିତ ଶାହଙ୍କ ଓଡ଼ିଶାରେ ୧୦ଟି ଅଗ୍ନିଶମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୨୫ ଟି ରାପିଡ଼ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିବେ । ଏହା ସହ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।