
କାହା ପାଇଁ ରାଜନୀତି ହୋଇପାରେ, ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁଃଖଦ ଘଟଣା । ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ଚାଲିଛି । ପରିବାର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସପ୍ତାହେ ବା ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଦୀପାଳି । ଯେବେ ଲେଖିବେ ଗଣମାଧ୍ୟମ ଜରିଆରେ ଜଣେଇବେ ବୋଲି ସେ କହିଛନ୍ତି ।
