ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ । ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଦେଖିବାକୁ ମିଳିଛି। ଏହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀଙ୍କ ସମେତ ବହୁ ବ୍ଲକ ସ୍ତରର ନେତା ଉପସ୍ଥିତ ରହିଛନ୍ତି । ସାଂଗଠନିକ ସ୍ଥିତି ଓ ସଂଗଠନ ମଜବୁତ କରିବାକୁ ଆଲୋଚନା ନେଇ ଆଲୋଚନା ବୈଠକ ବୋଲି ଅନୁମାନ କରାଯାଉଥିବା ବେଳେ ବୈଠକର ପ୍ରକୃତ କାରଣ ଜଣାପଡ଼ିନାହିଁ। Post navigation ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା; ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିବା ମନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ । ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଦେଖିବାକୁ ମିଳିଛି। ଏହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀଙ୍କ ସମେତ ବହୁ ବ୍ଲକ ସ୍ତରର ନେତା ଉପସ୍ଥିତ ରହିଛନ୍ତି । ସାଂଗଠନିକ ସ୍ଥିତି ଓ ସଂଗଠନ ମଜବୁତ କରିବାକୁ ଆଲୋଚନା ନେଇ ଆଲୋଚନା ବୈଠକ ବୋଲି ଅନୁମାନ କରାଯାଉଥିବା ବେଳେ ବୈଠକର ପ୍ରକୃତ କାରଣ ଜଣାପଡ଼ିନାହିଁ।