Skip to content

ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ମିଳିଛି ଆଶ୍ବସ୍ତି । ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ।ଦୀର୍ଘକାଳୀନ ଭିସା (ଏଲଟିଭି) ପୁନଃ ଆବେଦନ କରିପାରିବେ ପାକ୍ ନାଗରିକ । eFRRO ପୋର୍ଟାଲ୍ରେ କରିପାରିବେ ଭିସା ଆବେଦନ । ବୈଦେଶିକ ଆଇନ୍ ଆଧାରରେ ଗୃହ ମନ୍ତ୍ରାଳୟ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛି।