ପାକିସ୍ତାନ କହିଛି ଭାରତ ହଠାତ୍ ଝେଲମ୍ ନଦୀରେ ପାଣି ଛାଡି ଦେଇଛି, ଯାହା ଫଳରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ମୁଜାଫରାବାଦରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପରିସ୍ଥିତି ଖରାପ ହେଉଥିବା ଦେଖି ସ୍ଥାନୀୟ ପ୍ରଶାସନ ବନ୍ୟା ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।