ଭୁବନେଶ୍ୱର : ରବିବାର ଡିସେମ୍ବର ୨୨ ତାରିଖରେ ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖିଲା ବିଏମ୍‌ସି । ଖରାପ ପାଗ ଓ ବର୍ଷା ଯୋଗୁଁ ପଥୋତ୍ସବ ସ୍ଥଗିତ ରଖାଯାଇଛି । ଏନେଇ ଶନିବାର ଏକ୍ସ ମାଧ୍ୟମରେ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ୩ଟି ଜୋନ୍‌ରେ ହୋଇଥାନ୍ତା ପଥୋତ୍ସବ ।ସ୍ଥଗିତ ପରେ ପୁଣି କେଉଁ ତାରିଖରେ ହେବ ତାହା ଜଣାଇ ଦିଆଯିବ ବୋଲି କହିଛି ବିଏମ୍‌ସି ।

Leave a Reply

Your email address will not be published. Required fields are marked *