Month: February 2025

କିଟ୍ ଛାତ୍ରୀଙ୍କୁ ଆତ୍ମହତ୍ୟା ମାମଲା: ପୁଣି ୬ ଜଣଙ୍କୁ ନୋଟିସ୍‌ ଜାରି

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପୁଣି ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । କିଟ୍ ଚିଫ୍ ପ୍ରୋକ୍ଟର୍ ପିକେ ପଟ୍ଟନାୟକ,…

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଫେବୃଆରୀ ୨୮ ତାରିଖରେ ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଯୋଗ ଦେଉଛନ୍ତି।…

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ୨୦୧୮ରେ ସଜ୍ଜନଙ୍କୁ…

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍‌ ଟୁ…

ମହା ଶିବରାତ୍ରୀ ଅବସରରେ ଶୁଭକାମନା

ପବିତ୍ର ଜାଗର ଅବସରରେ ଆପଣଙ୍କୁ”Odisha Not Out ” ଓ୍ଵେବ ଚ୍ୟାନେଲ ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ବାବା ଙ୍କ କୃପାରୁ ସମସ୍ତଙ୍କ କର୍ମମୟ ଜୀବନ ଜାଗୃତ ହେଉ। ଆମ ଭିତରେ ଶ୍ରଦ୍ଧା ଓ ସମର୍ପଣ ଭାବ ଜାତ ହେଉ। ଓମ୍…

ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଭାରତୀୟ ଜନତା ପାର୍ଟି ନେତ୍ରୀ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ବୁଧବାର ସନ୍ଧ୍ୟାରେ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଆଜି…

ମୃତ କିଟ୍ ଛାତ୍ରୀ କେବଳ ନେପାଳର ଝିଅ ନୁହେଁ, ଓଡ଼ିଶା ମାଟିର ମଧ୍ୟ ଝିଅ: ସୂର୍ଯ୍ୟବଂଶୀ ସୁରଜ

କିଟ୍ ବିଶ୍ୱବିଦ୍ୟାଳୟର ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ରାଜ୍ୟ ସରକାର । ନ୍ୟାୟ ଦେବା ସହ କିଟ୍ କଲେଜ ପରିସରରେ ଶାନ୍ତି ଫେରାଇ ଅଣାଯିବା ପାଇଁ ନେପାଳର ଦୁଇ ପ୍ରତିନିଧି ସଂଜୀବ ଦାସ ଶର୍ମା…

ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ୧୯୮୮ ଆଇଏଏସ୍ କ୍ୟାଡର୍ ଜ୍ଞାନେଶ କୁମାର । ୨୬ ତମ ମୁଖ୍ୟ ନିର୍ବାଚନର କମିଶନର ଭାବେ ସେ ଦାୟିତ୍ୱ ନେଇଛନ୍ତି । ଗତକାଲି ସିଇସି ପଦରୁ ରାଜୀବ କୁମାର ଅବସର…

ଆଗାମୀ ୨୪ ଘଣ୍ଟା ପାଇଁ ୩ ଜିଲ୍ଲା ଜାରି ହେଲା ଅରେଞ୍ଜ ଆଲର୍ଟ

ଆସନ୍ତା କାଲିଠାରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୨୦ରୁ ୨୩ ତାରିଖ ଯାଏ ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ନେଇ ସୂଚନା । ରାଜ୍ୟରେ ଝଡ ବର୍ଷା ସହ କୁଆପଥର ମାଡ ହେବ । କିଛି ସ୍ଥାନରେ ପ୍ରବଳରୁ ଅତି…

୩ ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ଖାଉଥିଲେ ରାସନ ଚାଉଳ

ବିଧାନସଭା ଗୃହରେ ଉଠିଲା ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…