Month: February 2025

କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି…

ବାର୍ଷିକ ରାଜ୍ୟ ବଜେଟ ୨୦୨୫-୨୬ ର ମୁଖ୍ୟାଂଶ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ…

ଦୁର୍ଘଟଣାରେ ଯାଜପୁର ଡିଏସପିଙ୍କ ମୃତ୍ୟୁ

ଯାଜପୁରେ ମର୍ମନ୍ତୁଦ ଦୁର୍ଘଟଣାରେ ଡିଏସପିଙ୍କ ମୃତ୍ୟୁ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇ ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ହେବା ପୂର୍ବରୁ ତାଙ୍କର ଦୁର୍ଘଟଣା…

ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ନୂଆ ସଭାପତି

ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଆସନ୍ତା ୨୩ରେ କାଉନସିଲ୍ ନିର୍ବାଚନ ହେବାକୁ ଥିବା ବେଳେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ…

ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା । ରାଜ୍ୟର କିଛି ସ୍ଥାନରୁ ୧୯ରୁ ୨୦ଯାଏଁ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା । ସମ୍ବଲପୁର ପାଇଁ ହୋଇପାରିଲାନି ସହମତି ।

ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି ଓ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ…

ବିଦାୟକାଳୀନ ସମ୍ବର୍ଦ୍ଧନା ପୂର୍ବରୁ ଚିରଦିନ ବିଦାୟ ନେଲେ ଡିଏସ୍‌ପି ବଳରାମ ନାୟକ

ଯାଜପୁର: ଡିଏସ୍‌ପି ବଳରାମ ନାୟକ। ଆଜି ଯାଜପୁରରେ ଦୀର୍ଘଦିନର କର୍ମମୟ ଜୀବନରୁ ବିଦାୟ ନେଇଥାନ୍ତେ। ଜଗତସିଂପୁର ଏସ୍‌ଡିପିଓ ଭାବେ ବଦଳି ନେଇ ପୂର୍ବରୁ ତାଙ୍କୁ ଚିଠି ଆସି…

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ମାସର ବକେୟା ରାଶି; ଉପକୃତ ହେବେ ୬୨ ହଜାରରୁ ଊର୍ଦ୍ଧ୍ବ ଷ୍ଟାଫ୍

ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ସେମାନଙ୍କର ସମସ୍ୟାର ସମାଧାନ…

ମହିମା ପୀଠର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ମହିମା ପୀଠରେ ପହଞ୍ଚି ପ୍ରଥମେ ଧୂନି ମନ୍ଦିରରେ ଅଲେଖ ସ୍ଵାମୀଙ୍କ ଆଶୀର୍ବାଦ ନେଇଥିଲେ । ପରେ ଭଜନ ମଣ୍ଡପରେ ପହଞ୍ଚି ମହିମା ସାଧୁଙ୍କ…

ଅଜୟ କୁମାର ଲଲ୍ଲୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ

ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି…