ସେବକ,ସେବିକା, ଟ୍ରାଇବାଲ ଲାଙ୍ଗୁଏଜ ଟିଚର (TLT), TGT-Arts, TGT-Science (CBZ) ଏବଂ TGT-Science (PCM) ଆଶାୟୀ ମାନଙ୍କର ପ୍ରିଲିମନାରୀ ପରିକ୍ଷା ତାରିଖ ପ୍ରକାଶ ପାଇଲା । OSSSC ତରଫରୁ ବିଜ୍ଞପ୍ତି ଜାରୀ, ଜୁଲାଇ 17 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସ ଟେଷ୍ଟ (CBT) ମାଧ୍ୟମରେ ପିଲିମନାରୀ ପରିକ୍ଷା ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *