ଏହା ସହ ସେ କହିଛନ୍ତି ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ, ଅପପ୍ରଚାର କରାଯାଉଛି। IMD ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ଫଳରେ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି ।