Author: Odisha Not Out

ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି

ଶରଧାବାଲିରେ ଦଳାଚକଟା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଦାୟିତ୍ୱରେ ଅବହେଳା କାରଣରୁ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି | ପୁରୀ ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ…

ସରକାର ନିଯୁକ୍ତ କରିବେ ଶିଶୁ ସହାୟିକା

ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା…

RAW ବିଭାଗର ମୁଖ୍ୟ ହେଲେ ପରାଗ ଜୈନ

ଶନିବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନଙ୍କୁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ୧୯୮୯ ବ୍ୟାଚ୍ ର ପଞ୍ଜାବ କ୍ୟାଡରର IPS ଅଧିକାରୀ ହେଉଛନ୍ତି ପରାଗ ଜୈନ । ସେ ଜୁଲାଇ ପହିଲାରୁ…

ଘୁଞ୍ଚିଲା ବିଏଡ ଏଣ୍ଟ୍ରାନ୍ସ; ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା

ଚଳିତ ଶିକ୍ଷା ବର୍ଷ ୨୦୨୫- ୨୬ ପାଇଁ ଦୁଇ ବର୍ଷିଆ ବିଏଡ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ହୋଇଛି । ୨୦୨୫-୨୬ ଶିକ୍ଷାବର୍ଷରେ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା…

ବଡ଼ଦାଣ୍ଡରେ ଜାରି ରହିଛି ରଥଟଣା

ପୁରୀ ବଡ଼ଦାଣ୍ଡରେ ଜାରି କରିଛି ରଥଟଣା । ମାଉସୀ ଘର ଅଭିମୁଖେ ବାହାରିଛି ତିନି ରଥ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇ ଶରଧାବାଲି ଅଭିମୁଖେ ଗଡିଥିଲା । ମରୀଚକୋଟ…

ବିଳମ୍ବରେ ଗଡିଲା ନନ୍ଦିଘୋଷ

ରାତିରେ ଗଡ଼ିଲା ନନ୍ଦିଘୋଷ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।ଅହେତୁକ ବିଳମ୍ବରେ ଗଡ଼ିଲା ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା ଶ୍ରୀଜଗନ୍ନାଥଙ୍କ ରଥ । ତେବେ ଅଳ୍ପ ଟଣା ଯିବା ପରେ ରଥ ଟଣା ବନ୍ଦ ରହିଛି ।…

ରଥଯାତ୍ରା

ସଂଗ୍ରହ (ସୁଲଗ୍ନା ମହାନ୍ତି )– କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ,…

ଶୁଭେଚ୍ଛା

“ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ ।।” କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ରାଜ୍ୟର ବିକାଶ ତଥା ସମସ୍ତଙ୍କର କଲ୍ୟାଣ ଏବଂ ପ୍ରଗତି ପାଇଁ…

Sulagna Speaks

sulagnaspeaks: ଏହି ବର୍ତ୍ତମାନ ଯୁଗରେ ଚାଟ୍‌ଜିପିଟି (ChatGPT) ଓ କୃତ୍ରିମ ବୁଦ୍ଧିମତା (AI) ଦ୍ରୁତ ଗତିରେ ବିକାଶ ପାଉଛି। ଏହି ତନ୍ତ୍ରଗତ ଉନ୍ନତି ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିଗମନ କରିବାରେ ସହଯୋଗ କରୁଥିଲେ ମଧ୍ୟ, ଏହାର ଅତ୍ୟଧିକ ନିର୍ଭରତା ଅନେକ ଲୋକଙ୍କ ମନରେ…

ଔଷଧ ବାହାରୁ କିଣିବା ପାଇଁ ଲେଖିବା ଅଭିଯୋଗ: ଡାକ୍ତର ନିଲମ୍ବିତ

ସମ୍ପ୍ରତି ଏକ ଘଟଣାରେ ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଜଣେ ଡାକ୍ତରଙ୍କୁ ରୋଗୀମାନଙ୍କୁ ଘରୋଇ ଦୋକାନରୁ ଔଷଧ କିଣିବାକୁ ନିର୍ଦ୍ଦେଶ ଦେବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏହା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…