Oplus_131072

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରିୟ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ଦିବସରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଦେଶର ଏକତା ଓ ସୁରକ୍ଷା ନିମନ୍ତେ ବଳିଦାନ ଦେଇଥିବା ଅମର ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ସୁଲଗ୍ନା ମହାନ୍ତି

ଓଡିଶା ନଟଆଉଟ

Leave a Reply

Your email address will not be published. Required fields are marked *