Category: ତାଜା ଖବର

ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପୂର୍ବ କଂସ ମହାରାଜ ଗୋପାଳ ସାହୁ ଆଉ ନାହାନ୍ତି।

ବରଗଡ଼: ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ (ଏଲି)। ୭୦ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ଘଟିଛି। କିଛି ଦିନ…

ଅଗଷ୍ଟ ୨୨ ରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନ।

ଭୁବନେଶ୍ବର: ଅଗଷ୍ଟ ୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ…

ମିଳିବ ସିଏମ୍ କିସାନ ଟଙ୍କା।

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏନେଇ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ବାର ଗାର୍ଲ୍ ନାଚିବା ମନା।

ଏଣିକି ବାର୍‌ଗାର୍ଲ ନାଚିବା ମନା: ରାସ୍ତାରୁ ହଟିବ ମଦ ଦୋକାନ ସାଇନ୍‌ବୋର୍ଡ। ଭୁବନେଶ୍ବର: ଏଣିକି ରାଜଧାନୀର ବାର୍‌ରେ ବାର୍‌ଗାର୍ଲ ନାଚିପାରିବେ ନାହିଁ। ଯେଉଁ ବାର୍‌ ମାଲିକ ନିୟମ…

ଭବାନୀପାଟଣା: ଅନାସ୍ଥାରେ ହାରିଲେ ନଗରପାଳ।

ଭବାନୀପାଟଣା: ସ୍ଥାନୀୟ ନଗରପାଳ ସଂଯୁକ୍ତା ବେହେରାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ସୋମବାର ସ୍ଥାନୀୟ କାଉନସିଲ ହଲରେ ସ୍ବତନ୍ତ୍ର ବୈଠକ ଏବଂ ମତଦାନ ଅନୁଷ୍ଠିତ ହୋଇଯାଇଛି।…

ଭୂମିହୀନଙ୍କୁ ଘର ତିଆରି ପାଇଁ ଦିଆଯିବ ଜମି: ମନ୍ତ୍ରୀ

ଓଡ଼ିଶାରେ ଭୂମିହୀନ ଓ ବାସହୀନ ଥିବା ଲୋକକୁ ମିଳିବ ଜମି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗ୍ରାମାଞ୍ଚଳରେ ବର୍ଷବର୍ଷ…

ମାଡ୍ରାସ ଆଇଆଇଟି ଦେଶର ନଂ ୧ ଶିକ୍ଷାନୁଷ୍ଠାନ ।

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୪ ଘୋଷଣା କରାଯାଇଛି । ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭିଜିଲାନ୍ସ ରେଡ୍ ରେ ଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ସୁନା।

ଭୁବନେଶ୍ବର: ଆର ଆଣ୍ଡ ବିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘର ସମେତ କଟକ, ଭୁବନେଶ୍ବର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ। ଆୟବହିର୍ଭୂତ…

ଆଜି ପ୍ରକାଶ ପାଇବ ବିଇଡି, ବିଏଚ୍ଇଡି ମେଧା ତାଲିକା।

ଭୁବନେଶ୍ୱର: ବିଇଡି, ବିଏଚ୍‌‌ଇଡି ଏବଂ ଏମ୍‌‌ଇଡି ନାମଲେଖା ପାଇଁ ଆସନ୍ତାକାଲି ଅର୍ଥାତ୍‌ ସୋମବାର ଅପରାହ୍‌ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ…

ଆଜିଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। ସେ ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା…