Category: ତାଜା ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେପି ଏମପି

ଭୁବନେଶ୍ୱର, ୫।୮: ସଂସଦ ଭବନ ସମ୍ମିଳନୀ କକ୍ଷରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ସମସ୍ତ ୨୦ ଭାଜପା ଲୋକ ସଭା ଏମ୍‌ପି ଓ ଜଣେ ରାଜ୍ୟ…

ଭୁବନେଶ୍ୱର ବିମାନ ବନ୍ଦର ଘରୋଇ କରଣ କରାଯିବ।

ଭୁବନେଶ୍ବର: ଦେଶର ଯେଉଁ ୨୫ଟି ବିମାନବନ୍ଦରର ଘ‌ରୋଇକରଣ କରାଯାଉଛି, ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି। ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ…

ଦେବୀ ମିଶ୍ରଙ୍କୁ ବିଜେଡି ଦେଲା ବଡ଼ ଦାୟିତ୍ବ।

ଭୁବନେଶ୍ୱର,୫।୮: ନୂଆ କମିଟି ଗଠନ କଲା ବିଜୁ ଜନତା ଦଳ। ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଜେଡି ୧୫ଜଣିଆ କମିଟି ଗଠନ କରିଛି। ବରିଷ୍ଠ ନେତାମାନଙ୍କୁ ନେଇ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୭୭ ପ୍ରକ‌ାର ମୁସଲମାନ ଜାତିଙ୍କୁ ଓବିସି ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ସୋମବାର ଜବାବ ମାଗିଛନ୍ତି। ମେ’ ମାସରେ…

ଭିଜିଲାନ୍ସ ଜାଲରେ ଓବିସିସି ମୁଖ୍ୟ ଯନ୍ତ୍ରୀ।

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ…

ହିମାଚଳରେ ବର୍ଷାର ବିତ୍ପାତ।

ସିମଳା : ହିମାଚଳ ପ୍ରଦେଶରେ ଚାଲିଥିବା ବର୍ଷାର ପ୍ରକୋପ ଥମିବାର ନାଁ ନେଉନଥିବାବେଳେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି। ଏଥିରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

ବଦଳିବ ଆୟୁଷ୍ମାନ ଭାରତ ଯୋଜନାର ରୂପରେଖ।

ସମାଜ ଡିଜିଟାଲ ଡେସ୍କ: ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର ୫ବର୍ଷରୁ ଅଧିକ ହେଲାଣି। ଏଯାବତ ଦେଶରେ ୧୦କୋଟିରୁ ଅଧିକ ଲୋକ…

ପୂଜାପଣ୍ଡା ପ୍ରଶାସନ ବିବାଦ: ନୀତି କାନ୍ତି ୬ଘଣ୍ଟା ବନ୍ଦ।

ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଆଜି ମହାସ୍ନାନ ନୀତିକୁ ନେଇ ବାଦବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ପୂଜାପଣ୍ଡା…

ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ଇରାନ।

ତେଲ୍‌ ଆଭିଭ୍‌: ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍‌ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ…

ମଧ୍ୟପ୍ରଦେଶରେ କାନ୍ଥ ଭୁଶୁଡ଼ି ୯ ଶିଶୁ ମୃତ।

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଆଜି ସକାଳେ କାନ୍ଥ ଭୁଶୁଡ଼ି ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାପୁରର ହରଦୌଲ ବାବା…