Odisha signs MoUs with Singapore

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଅପରାହ୍ନରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି ।

ଥର୍ମନ ଶନ୍ମୁଗରତ୍ନମ୍ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସିଙ୍ଗାପୁର ଏବଂ ଓଡିଶା ରାଜ୍ୟ ମଧ୍ୟରେ ବଢ଼ୁଥିବା ଭାଗିଦାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ବୋଲି କହିଛନ୍ତି ।

ପ୍ରମୁଖ କ୍ଷେତ୍ରଗୁଡିକରେ ସହଯୋଗକୁ ମଜବୁତ କରିବାପାଇଁ ଓଡିଶା ସରକାର ଏବଂ ବିଭିନ୍ନ ସିଙ୍ଗାପୁର ର ସଂସ୍ଥା ଗୁଡିକ ମଧ୍ୟରେ ବିଭିନ୍ନ ଚୁକ୍ତିନାମାର ବିନିମୟ ହୋଇଥିଲା l

Leave a Reply

Your email address will not be published. Required fields are marked *