କୁଆଖିଆ ଆରଡ଼ି ଜାତୀୟ ରାଜପଥ ୨୦ ରେ ଅବସ୍ଥିତ କୟାଁଗୋଲା ବ୍ରିଜ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କଣ୍ଟା ଗଛ ଦ୍ୱାରା ଆଚ୍ଛାଦିତ ହୋଇରହିଛିଯାହାକି ପଥଚାରୀଙ୍କ ମନରେ ଦୁଃଖ ଦେଉଛି। ପ୍ରକାଶ ଥାଉକି କୟାଁ ପଞ୍ଚାୟତ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ତରଫରୁ ସାତ ଥରର ବିଧାୟିକା, ବର୍ତ୍ତମାନର ବିରୋଧୀ ଦଳର ଚିପ ହୁଇପ ପ୍ରମିଳା ମଲିକ ଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଛି।।ନିର୍ବାଚିତ ପ୍ରତିନିଧି ନା ପ୍ରଶାସନ କାହାର ଯେମିତି ଏଥିପ୍ରତି ନିଘା ନାହିଁ। ପୂଜ୍ୟାପୁଜା ର ଅବମାନନା ଯେମିତି ଚରମ ସୀମାରେ ପହଂଚିଲାଣି ଆମ ପର ପିଢ଼ି କଣ ଏଥିରୁ ଶିଖିବେ।
