ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଭାରତୀୟ ଜନତା ଯୁବମୋର୍ଚ୍ଚା ବରୀ ପକ୍ଷରୁ ଯୁବ ମୋର୍ଚ୍ଚା ର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଙ୍କ ଆହ୍ୟାନ କ୍ରମେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠିତ ଏହି ଶିବିରରେ ବରିଷ୍ଠ ବିଜେପି ନେତା ପ୍ରଦୀପ ଦାସ ଓ ପ୍ରଫୁଲ୍ଲ ଚନ୍ଦ୍ର ଗିରି ଉପସ୍ଥିତ ରହି ଉଦ୍ଘାଟନ କଲାପରେ ସୋଛାକୃକ୍ତ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା, ଏହି ଶିବିରରେ
ରାଜ୍ୟ ଯୁବମୋର୍ଚଚା ର ସଂଯୋଜକ ଦେବବ୍ରତ ଦାସ,
ଭାରତୀୟ ଜନତା ଯୁବମୋର୍ଚ୍ଚ ବ୍ରହ୍ମବରଦା ମଣ୍ଡଳ ର ସଭାପତି ଆଶୁତୋଷ ବାରିକ, ଅନିଲ ରାଉତ୍, ଦେବାଶିଷ ସିହ, ସତ୍ୟସାଗର ରାଉତ୍, ଆଦିତ୍ୟ ପ୍ରସାଦ ରାଉତ, ନିଶିକାନ୍ତ ବିଶ୍ଵାଳ, ଅଛୁତ ମହାଳିକ,ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ,

Leave a Reply

Your email address will not be published. Required fields are marked *