ରାଜ୍ୟରେ ବିଜୁଳି ଦାମ୍‌ ବଢ଼ିବ ନାହିଁ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସ୍ପଷ୍ଟ କରିଛନ୍ତି ।

 

ବିଜୁଳି ଦାମ୍‌ ବୃଦ୍ଧି ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପାଖରେ ଦାବି କରିଥିଲା ଗ୍ରୀଡ୍‌କୋ ।

 

ହେଲେ ଗ୍ରିଡକୋ ଦେଇଥିବା ପ୍ରସ୍ତାବକୁ ନେଇ ଦର ବୃଦ୍ଧି କରିବା ନେଇ କୌଣସି ଯୋଜନା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁଳି ଦର ବଢ଼ିବା ନେଇ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *