ବଦଳିଲେ ଯାଜପୁର ଜିଲ୍ଲାପାଳ।ପି ଅନ୍ୱେଷା ରେଡି ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ। ନିର୍ବାଚନର କିଛି ଦିନ ପୂର୍ବରୁ ନିଖିଲ ପବନ କଲ୍ୟାଣ ଜିଲ୍ଳାପାଳ ଭାବରେ ଯୋଗ ଦେଇଥିବା ବେଳେ ତାଙ୍କୁ ବଦଳି କରାଯାଇଛି । ପି ଅନ୍ୱେଷା ରେଡି କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵରେ ଥିଲେ।