କରାମତି ଓରାମ, ଧୃବ କାଲୋ, ପଦ୍ମଚରଣ ହାଇବ୍ରୁ, ଦଶମାତୀ ଛତର, ହୃଷିକେଶ ଦେହୁରୀ, ସିଦ୍ଧାର୍ଥ ସିଂହ ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ସୁଚନା ଦେଇଛନ୍ତି ।

ସେହିପରି ଅଟଳ ବିହାରୀ ବାଜପେୟୀ ଜନ୍ମ ଶତାବ୍ଦୀ ପାଳନ କମିଟିରେ ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ (ସଂଯୋଜକ), ମାନ୍ୟବର ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର (ସହ ସଂଯୋଜକ), ପୂର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ବିଧାୟକ ରଘୁନାଥ ଜଗଦ୍ଦଲା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ସମ୍ବିଧାନ ଗୈାରବ ଅଭିଯାନ କମିଟିରେ ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟେଇ, ସାଂସଦ ସୁଜିତ କୁମାର ଓ ରବି ନାରାୟଣ ବେହେରା, ବିଧାୟକ ଇରାସିସ ଆଚାର୍ଯ୍ୟ, ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାୟକ ଏବଂ ବିଧାୟକ ସନାତନ ବିଜୁଳି ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ସୁଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *