Month: October 2026

ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ କର୍ମଶାଳା

ଯାଜପୁର, ୨୬ ଅକ୍ଟୋବର: ଯାଜପୁର ଜିଲ୍ଲାର ଧର୍ମଶାଳାସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ବିଜେପି ଯାଜପୁର ଜିଲ୍ଲା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଜିଲ୍ଲାସ୍ତରୀୟ…

ରାବଣ ପୋଡ଼ି କେବଳ ପରମ୍ପରା ନୁହେଁ, ଆତ୍ମଶୁଦ୍ଧିର ଏକ ଆହ୍ୱାନ

ରାବଣ ପୋଡ଼ି ହେଉଛି ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅହଂକାର ଉପରେ ନମ୍ରତାର ବିଜୟର ପ୍ରତୀକ। କିନ୍ତୁ ପ୍ରଶ୍ନ ଉଠେ, ପ୍ରତିବର୍ଷ ଆମେ…

ଛାତ୍ର ନିର୍ବାଚନ: ଗଣତନ୍ତ୍ରର ଭବିଷ୍ୟତ ଗଢ଼ିବାର ମୂଳଦୁଆ

ଗଣତନ୍ତ୍ରର ପ୍ରକୃତ ଶକ୍ତି କେବଳ କ୍ଷମତା ହାସଲ କରିବାରେ ନୁହେଁ, ବରଂ ସେହି କ୍ଷମତାକୁ ଜନସେବାରେ ବିନିଯୋଗ କରିବାରେ ରହିଛି। ଆଜି ଯେଉଁ ଛାତ୍ର ଶିକ୍ଷାନୁଷ୍ଠାନରେ ନେତୃତ୍ୱର…

ଅଭାବ ହାରିବ, ଆତ୍ମବିଶ୍ୱାସ ଜିତିବ!

ସଂଘର୍ଷର ଆଉ ଏକ ନାମ ଜୀବନ। ଆଉ ଯେତେବେଳେ ଜଣେ ମାଆ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଂଘର୍ଷର ରାସ୍ତାରେ ପାଦ ଥାପନ୍ତି, ସେତେବେଳେ ତାଙ୍କର ପ୍ରତ୍ୟେକ…

ଯାଜପୁରର ବନ୍ୟା ପରିସ୍ଥିତି ଓ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୌତମ ରାୟ

ଭୁବନେଶ୍ୱର: ଯାଜପୁର ର ବନ୍ୟା ପରିସ୍ଥିତି, ଚାଷୀଙ୍କ ସମସ୍ୟା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ…

ଯାଜପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ–୨୦୨୬ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜକ, ପ୍ରେରଣାଦାତା ଓ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସମ୍ମାନିତ…