Oplus_131072

ଆମେ ଗର୍ବିତ, ଆମେ ଭାରତୀୟ।

ଆମ ସ୍ଵତନ୍ତ୍ରତା ଓ ସମୃଦ୍ଧିର ରାଷ୍ଟ୍ରୀୟ ପର୍ବ ଗଣତନ୍ତ୍ର ଦିବସ ଅବସରରେ Odisha Not Out ତରଫରୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା।

ଗଣ ଓ ତନ୍ତ୍ର ର ସୁରକ୍ଷା ଓ ସମୃଦ୍ଧି ପାଇଁ ଆମ ଖବର ସରବରାହ ସଂସ୍ଥା Odisha Not Out ତାର ଦାୟିତ୍ବ ନିର୍ବାହ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ତନ୍ତ୍ରର ବ୍ୟବସ୍ଥାକୁ ଗଣଙ୍କ ନିକଟରେ ପହଞ୍ଚାଇବା ଆମର ଧେୟ।

ନମସ୍କାର, ବନ୍ଦେ ମାତରମ୍

ସୁଲଗ୍ନା ମହାନ୍ତି 

ମୁଖ୍ୟ କାର୍ଯ୍ୟନିର୍ବାହୀ

Leave a Reply

Your email address will not be published. Required fields are marked *