Category: ଦେଶ ବିଦେଶ

ପ୍ରଥମ ଥର ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି। ଯେଉଁଠାରେ ସେ ରାଷ୍ଟ୍ରପତି ଭଲ୍‌ଡିମିର୍‌ ଜେଲେନସ୍କିଙ୍କୁ ଭେଟିବେ। ରୁଷ ସହିତ…

ଶତ୍ରୁଙ୍କୁ ଚିହ୍ନଟ କରାଉଛି ମୃତକଙ୍କ ଟାଟୁ।

ମୁମ୍ବାଇ: ଏକ ସ୍ପା ରେ ହତ୍ୟା କରାଯାଇଥିବା ଗୁରୁ ୱାଗମେରଙ୍କ ଟାଟୁ ଖୋଲୁଛି ଗୁମର। ସେ ତାଙ୍କ ଜଙ୍ଘରେ ତାଙ୍କର ୨୨ ଜଣ ଶତ୍ରୁଙ୍କ ନାମ ଲେଖିଥିବାରୁ…

ଆଜି ଅଲମ୍ପିକ୍ସର ଉଦଘାଟନ।

ପ୍ୟାରିସ୍: ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ…

ବିମାନ ଯାତ୍ରୀଙ୍କୁ ସୁବିଧା : ପେପର ଲେସ୍ ହେବ ବିମାନ ସେବା

ଭୁବନେଶ୍ୱର: ପେପର ଲେସ୍ ହେବ ବିମାନ ସେବା । ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ । ଡିଗି ଯାତ୍ରା ଆପ୍ ଜରିଆରେ…

ରାଷ୍ଟ୍ରପତି ଭବନର ଅଶୋକ ଓ ଦରବାର ହଲ୍ ର ନାମ ବଦଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକା ହଲର ନାମ ଅଶୋକା ମଣ୍ଡପ ହୋଇଥିବା ବେ‌ଳେ ଦରବାର ହଲର…

ରେଳ ବଜେଟରେ ଓଡ଼ିଶାକୁ ୧୦,୫୮୬ କୋଟି

ଭୁବନେଶ୍ବର: ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩…

କାଠମାଣ୍ଡୁରେ ବିମାନ ଦୁର୍ଘଟଣା

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ଟ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନ ଟେକ୍‌-ଅଫ୍‌ କରୁଥିବା ବେଳେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ…

ବଜେଟ ରେ ଓଡିଶା ପାଇଁ ଦୁଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଆଗତ କରାଯାଇଛି। ଏଥର ବଜେଟ୍‌ରେ ବିହାର ଓ…

ନିଟ୍ ପେପର ଲିକ୍: ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରିକ୍ଷା ଦାବି କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।…