Category: ସୁଲଗ୍ନା ସ୍ପିକ୍ସ

ଭବାନୀପାଟଣା: ଅନାସ୍ଥାରେ ହାରିଲେ ନଗରପାଳ।

ଭବାନୀପାଟଣା: ସ୍ଥାନୀୟ ନଗରପାଳ ସଂଯୁକ୍ତା ବେହେରାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ସୋମବାର ସ୍ଥାନୀୟ କାଉନସିଲ ହଲରେ ସ୍ବତନ୍ତ୍ର ବୈଠକ ଏବଂ ମତଦାନ ଅନୁଷ୍ଠିତ ହୋଇଯାଇଛି।…

ଯାଜପୁର: ବିଜେପି ମୁହାଁ ବିଜେଡି କର୍ମୀ ଓ ନେତା।

ଯାଜପୁର (ଶିବଶଙ୍କର ମହାନ୍ତି) : ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତର ଏକ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଅଧର ଚନ୍ଦ୍ର ଧଳଙ୍କ ସଭାପତିତ୍ବରେ…

ପ୍ୟାରିସ ଅଲମ୍ପିକ୍ସ: ୫୨ ବର୍ଷ ପରେ ପୁରୁଷ ହକିରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପୁରୁଷ ହକି ଦଳ ୫୨ ବର୍ଷ ପରେ ଟୋକିଓ ଗେମ୍ସ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ସଫଳ ହୋଇଛି…

ଓ୍ଵାଗନ ଲୋଡିଂ ଶ୍ରମିକଙ୍କ ରାସ୍ତାରୋକ।

ଦୈତାରି/ହରିଚନ୍ଦନପୁର: ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳଠାରେ ୱାଗନ ଲୋଡିଂ ଶ୍ରମିକଙ୍କ ଦ୍ଵାରା ବ୍ରାହ୍ମଣୀପାଳ-ଦୈତାରି ରାସ୍ତା ଅବରୋଧ ଜାରି ରହିଛି। ରାସ୍ତାକଡ଼ରେ ଶହଶହ…

ଦୁଇଟି ସମବାୟ ବୋର୍ଡ଼ ଭାଙ୍ଗିଲେ ରାଜ୍ୟ ସରକାର।

ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ରାଜ୍ୟ ସରକାର। ଏଣିକି ରାଜ୍ୟ ସରକାର ଦୁଇଟି ବୋର୍ଡର ବ୍ୟାପାର…

ଅଗଷ୍ଟ ୧ ରୁ ଖୋଲିବ ଭିତର କନିକା।

ପ୍ରକୃତିକୁ ଭଲପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ…

ଦୁଃଖ ପାଲଟିଲା ଚେଲିୟାର ନଦୀ।

ତିରୁଅନନ୍ତପୁରମ: କେରଳର ଚେଲିୟାର ଆଜି ଦୁଃଖର ନଦୀରେ ପରିଣତ ହୋଇଛି। ପ୍ରକୃତିର ତାଣ୍ଡବରେ ଆଜି ବହୁ ଲୋକ ଚେଲିୟାର ନଦୀରେ ଭାସିଯାଇଛନ୍ତି। କେରଳର ମଲ୍ଲାପୁରମରେ ଅତ୍ୟନ୍ତ ହୃଦୟବିଦାରକ…

୬ ଜଣ ଅଫିସରଙ୍କୁ ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଜଣ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଛନ୍ତି ସରକାର । ଆଇଏଏସ ନିକୁଞ୍ଜ ଧଳଙ୍କୁ…

ଆଜି ଶ୍ରାବଣ ଦ୍ଵିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ।

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଲମ୍ବା ଧାଡ଼ି। ଧାଡ଼ିବାନ୍ଧି…