ବନ୍ଧା ହେଲେ ଅବକାରୀ ଯୁଗ୍ମ କମିଶନର।
ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା…
କେରଳ ଭୁସ୍କଳନ: ମୃତ୍ୟୁ ସଂଖ୍ୟା ୩୬ କୁ ଛୁଇଁଲା।
ୱାୟାନାଡ: କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।…
କେରଳରେ ଭୁସ୍କଳନ ଘଟି ୧୧ ମୃତ।
ୱାୟାନାଡ: କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା…
କ୍ୟାପିଟାଲ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: ପଞ୍ଜିକରଣ କର୍ମଚାରୀ ଧାରଣାରେ।
ଭୁବନେଶ୍ବର: ସକାଳ ସାଢ଼େ ୮ଟା। ଶହଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ଟିକେଟ ପାଇଁ ଛିଡ଼ା ହୋଇଥିଲେ। ସମ୍ପର୍କୀୟମାନେ ଟିକେଟ ପାଇଁ…
ହାଓ୍ଵଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ
ପୁଣି ଟ୍ରେନ୍ ଲାଇନଚ୍ୟୁତ। ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଚକ୍ରଧରପୁର ଡିଭିଜନରରାଜଖରସୁଆଁ ଓବାରବାମ୍ବୋ ମଝିରେ ଏହି ଦୁର୍ଘଟଣା…
ସହର ଓ ଟ୍ରାଫିକ ପୋଷ୍ଟ ବଞ୍ଜରାଙ୍କ କବଜାରେ।
ସହରରେ ଛାଇଗଲେଣି ବଞ୍ଜରା ଗ୍ୟାଙ୍ଗ୍। ଭୁବନେଶ୍ୱର: କଟକ ଏବଂ ଭୁବନେଶ୍ୱରରେ ମାଡ଼ିଗଲେଣି ବନ୍ଜାରା ଗ୍ୟାଙ୍ଗ। ସହରର ମୁଖ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପାର୍ଶ୍ବ ସମେତ ବିଭିନ୍ନ ସ୍ଥାନରେ…
ରାଜ୍ୟରେ ହଜାରେ ଟପିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।
ଭୁବନେଶ୍ୱର : ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରବିବାର ସୁଦ୍ଧା ହଜାରେ ପାର୍ କରିଛି ରୋଗୀଙ୍କ ସଂଖ୍ୟା । ଗତବର୍ଷ ଏହି ସମୟରେ…
ନେତା ଓ ଦଳୀୟ କର୍ମୀଙ୍କୁ ରାଜକୋଷରୁ ଦରମା ଦିଆଯିବ।
ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ନେତା-ଦଳୀୟ କର୍ମୀଙ୍କୁ ସରକାରୀ ରାଜକୋଷରୁ ଦରମା ଦେବେ। ମୁଖ୍ୟମନ୍ତ୍ରୀ ସିଦ୍ଧାରମାୟା ସରକାର ନିଜ ଦଳର ନେତାମାନଙ୍କୁ ସରକାରୀ ରାଜକୋଷରୁ ଦରମା ଦେବାକୁ…
କୈାଣସି ଦେଶର ପ୍ରଭୁତ୍ଵ ବିସ୍ତାରକୁ ବରଦାସ୍ତ କରାଯିବନି।
ନୂଆଦିଲ୍ଲୀ: ସ୍ବାଧୀନତା, ମାନବିକ ଅଧିକାର, ଗାଣତାନ୍ତ୍ରିକ ମୂଲ୍ୟବୋଧ, ସାର୍ବଭୌମତ୍ବ ଓ ଭୌଗୋଳିକ ସଂହତିର ନିୟମ ଉପରେ ଆନ୍ତର୍ଜାତିକ ବ୍ୟବସ୍ଥା ନିର୍ଦ୍ଧାରିତ ହେବା ଉଚିତ। ଦକ୍ଷିଣ ଚୀନ ସାଗରରେ…
ଅଗଷ୍ଟ ୩ ଯାଏଁ ବର୍ଷିବ।
ଭୁବନେଶ୍ବର, ୨୯/୭(ଇମିସ): ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗିରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ…
