ପ୍ୟାରିସ ଅଲମ୍ପିକ୍ସରେ ପୁରୁଷ ହକିରେ ଆୟରଲ୍ୟାଣ୍ଡକୁ ହରାଇଲା ଭାରତ।
ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ହକି ମ୍ୟାଚ୍ରେ ଭାରତ ବିଜୟ ଲାଭ କରିଛି। ଭାରତୀୟ ହକି ଟିମ୍ ଆଜି…
ଓ୍ଵାୟନାଡ ଭୂସ୍ଖଳନରେ ମୃତ ସଂଖ୍ୟା ୧୦୬କୁ ଛୂଇଁଲା।
କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା ରହିଛି…
ରାସ୍ତା ଉପରେ ହୁତୁ ହୁତୁ ହୋଇ ଗଳିଗଲା କାର।
ଭୁବନେଶ୍ୱର: ସ୍ଥାନୀୟ ପଟିଆ ନିକଟ କୋୟଲ କ୍ୟାମ୍ପସ ପାଖରେ ଦେଖିବାକୁ ମିିଳିଛି ଅଭାବନୀୟ ଘଟଣା। ଏକ ଚଳନ୍ତା କାର ରାସ୍ତାଉପରେ ହୁତୁହୁତୁ ହୋଇ ଜଳିଯାଇଛି। କାରରେ ଥିବା…
ଗୋଟିଏ ଅଲମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ମନୁ।
ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଛି। ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ କାଂସ୍ୟ ଜିତିଛନ୍ତି ମନୁ…
ମୁଣ୍ଡଳିରେ ପହଞ୍ଚିଲା ପ୍ରଥମ ବନ୍ୟା ଜଳ।
ଭୁବନେଶ୍ୱର: କଟକ ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟା ଜଳ । ଏହାଫଳରେ ମହାନଦୀ ଓ ଅନ୍ୟ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।…
ଡିଆଇଜି ରାଜେଶ ପଣ୍ଡିତ ସସପେଣ୍ଡ।
ଭୁବନେଶ୍ୱର: ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ । ଗତ ୨୭ ତାରିଖ ରାତିରେ କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ଗୃହ…
ବନ୍ଧା ହେଲେ ଅବକାରୀ ଯୁଗ୍ମ କମିଶନର।
ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା…
କେରଳ ଭୁସ୍କଳନ: ମୃତ୍ୟୁ ସଂଖ୍ୟା ୩୬ କୁ ଛୁଇଁଲା।
ୱାୟାନାଡ: କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।…
କେରଳରେ ଭୁସ୍କଳନ ଘଟି ୧୧ ମୃତ।
ୱାୟାନାଡ: କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା…
କ୍ୟାପିଟାଲ ହସ୍ପିଟାଲରେ ରୋଗୀ ହନ୍ତସନ୍ତ: ପଞ୍ଜିକରଣ କର୍ମଚାରୀ ଧାରଣାରେ।
ଭୁବନେଶ୍ବର: ସକାଳ ସାଢ଼େ ୮ଟା। ଶହଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ଟିକେଟ ପାଇଁ ଛିଡ଼ା ହୋଇଥିଲେ। ସମ୍ପର୍କୀୟମାନେ ଟିକେଟ ପାଇଁ…
