ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ
ଡିସେମ୍ବର ୨୧ ଅର୍ଥାତ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଓ ରାତି ଲମ୍ବା। ଆଜି ଭୁବନେଶ୍ଵରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮, ୨୯, ୩୦ ଭିତରୁ ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଦୁଇ ଦିନ…
ଆଜିଠୁ ରାଜ୍ୟର ବର୍ଷା ସମ୍ଭାବନା
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏଁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି…
କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା ଆଣିଲା ରୁଷ; କ୍ୟାନସର ପାଇଁ ପ୍ରସ୍ତୁତ ହେଲା ଟିକା
କର୍କଟ ରୋଗ ବିରୋଧ ଲଢ଼େଇରେ ସମଗ୍ର ବିଶ୍ୱ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ରୁଷିଆ କ୍ୟାନସର ପାଇଁ ନିଜର ଏମଆରଏନଏ ଟିକା ବିକଶିତ କରିଛି, ଯାହା ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବ । ଏହି ବୈପ୍ଳବିକ…
ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ
ଦିଲ୍ଲୀରେ ବିଜେଡି ଏମ୍ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ପ୍ରେସମିଟ କରି…
ଆଇଏଏସ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୬ ବ୍ୟାଚର ଆଇଏଏସ, ଇଣ୍ଟର-କ୍ୟାଡର ଡେପୁଟେସନରେ ଆସିଛନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରିଷ୍ଠ ଆଇଏଏସ ଅଧିକାରୀ ମନୋଜ ସାହୁଙ୍କୁ…
ଟି-ବ୍ରିଜରେ ବନ୍ଦ ରହିବ ଚଳାଚଳ
ବଡ଼ମ୍ବା: ମକର ମେଳା ପାଇଁ ଟି-ବ୍ରିଜରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଟି-ବ୍ରିଜରେ ଜାନୁଆରୀ ୧୪ରୁ ୧୬ ଯାଏଁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମନା କରାଯାଇଛି। ମକର ମେଳା ପାଇଁ ଜାନୁଆରୀ ୧୪ରୁ ୧୬ ଯାଏଁ…
ଅଯୋଗ୍ୟ ବୋଲି ମାନିନିଅନ୍ତୁ ନହେଲେ ଦଣ୍ଡିତ ହେବେ: ପ୍ରଭାତୀ ପରିଡା
ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର…
ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାମ
ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ…
ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍
ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…