ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ଉପଲକ୍ଷେ ସଭିଙ୍କୁ Odisha Not Out ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମାଙ୍କ କୃପାରୁ ବିଦ୍ୟା ଓ କଳା ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ କଳାକ୍ଷେତ୍ରରେ ଆହୁରି ଉନ୍ନତି କରୁ । ସଭିଏଁ ଶିକ୍ଷିତ ହୁଅନ୍ତୁ ଓ ସଭିଙ୍କ ପାଖରେ ଶିକ୍ଷା ପହଞ୍ଚୁ। ମା’ଙ୍କ ଆଶିଷ ଲାଭ କରନ୍ତୁ।

ସୁଲଗ୍ନା ମହାନ୍ତି

ମୁଖ୍ୟ କାର୍ଯ୍ୟନିର୍ବାହୀ

Leave a Reply

Your email address will not be published. Required fields are marked *