Month: November 2024

କୋଟିପତି ଡିଜିଏମ୍ ଗିରଫ

ବ୍ରହ୍ମପୁର: ଗିରଫ ହେଲେ ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ…

ଓଡ଼ିଶା ଆସିବେ ମୋଦି-ଶାହା

ଭୁବନେଶ୍ବର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି।…

ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୯ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।…

ପୂର୍ବତନ ମନ୍ତ୍ରୀ ସମୀର ଦେ ପରଲୋକ।

ପରଲାକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭…

କଟକ ବାଲିଯାତ୍ରାରେ ଅଘଟଣ, ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ ଐତିହାସିକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ…

ଶୀତରେ ଥରୁଛି କନ୍ଧମାଳ: ଜି.ଉଦୟଗିରିରେ ପାରଦ ୭ ଡିଗ୍ରୀ

ବିଳମ୍ବରେ ହେଲେ ମଧ୍ୟ ଚଳିତ ବର୍ଷ କନ୍ଧମାଳ ଜିଲାରେ ଶୀତ ପ୍ରକୋପ ଆରମ୍ଭ ହୋଇଛି। ରବିବାର ରାତିରେ କନ୍ଧମାଳରେ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି ଅନୁଭୁତ…

ବାଲିଯାତ୍ରା ଓ ଅସୀମା ପଣ୍ଡା ବିବାଦ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ବାଲିଯାତ୍ରା ପଡିଆରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ କୁ ଅଧାରେ ବନ୍ଦ କରିବା ଘଟଣା କୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ଯେପରି ଏହି ଘଟଣାର…

ଭୁବନେଶ୍ୱର ବୈକୁଣ୍ଠ ଧାମ ଆଶ୍ରମ ରେ ଉତ୍ତେଜନା

ଶିଶୁ କଲ୍ୟାଣ କମିଟି ରବିବାର ଦିନ ଜଣେ ବ୍ଯକ୍ତିଙ୍କ ବିରୋଧରେ ସ୍ୱତଃପ୍ରବୃତ ମକଦ୍ଦମା ଦାୟର କରି ଅଭିଯୋଗ କରିଛି ଯେ ସେ ତାଙ୍କ ପୁଅକୁ କଲ୍କି ଅବତାର…

ହାସ୍ୟ ଅଭିନେତା ଜୟୀ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ

ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା…

୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଂ

ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ ଖୁବଶୀଘ୍ର ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। କୁଶଳୀ କର୍ମଚାରୀଙ୍କ ଜରିଆରେ ଉତ୍ପାଦନ କ୍ଷମତା ବୃଦ୍ଧି…