
ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶ ପ୍ରତି ନେତାଜୀଙ୍କ ଅବଦାନ ଅବିସ୍ମରଣୀୟ । ଦେଶାତ୍ମବୋଧର ବହ୍ନି ଜଳାଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପରେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ସଂଗ୍ରାମୀ ଲଢ଼ିଥିଲେ ସେତେବେଳେ ଇଂରେଜ ସରକାରକୁ ଦମନ କରିପାରିଥିଲେ ଅନେକ ସଂଗ୍ରାମୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।
