ଏପ୍ରିଲ ୩ ପରିବର୍ତ୍ତେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ ପଞ୍ଜୀକରଣ । ଆବେଦନ ପ୍ରକ୍ରିୟା ଆସନ୍ତା ଏପ୍ରିଲ ୨୦ ପର୍ଯ୍ୟନ୍ତ ହୋଇପାରିବ ।
ପୂର୍ବରୁ ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ପଞ୍ଜିକରଣ ଦାବୀ କରିସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆମରଣ ଅନଶନରେ ବସିଥିଲା ମହାସଂଘ ।