ନୂଆପଡ଼ା ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ବିଶାଳ ଜନସଭାରେ ସେ କହିଛନ୍ତି ନୂଆପଡ଼ା ବିକାଶ ଦାୟିତ୍ବ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ ପାଇଛି। ନୂଆପଡାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ କରିବେ ପ୍ରଚାର। ଏଥିସହ ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ କରିବେ ପ୍ରଚାର। ଜୁଏଲ ଓରାମ, ସୁନୀଲ ବଂଶଲ, ବୈଜୟନ୍ତ ପଣ୍ଡା, ବିଜୟପାଲ ସିଂ ତୋମାରଙ୍କ ସମେତ ୪୦ ବରିଷ୍ଠ ନେତା ପ୍ରଚାର କରିବେ।

Leave a Reply

Your email address will not be published. Required fields are marked *