
ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରାଥମିକ ସ୍କୁଲରେ ଖୋଲିବ ପ୍ରି ସ୍କୁଲ୍ ବା ଶିଶୁ ବାଟିକା । ଶିଶୁ ବାଟିକା ପାଇଁ ବୟସ ୫ ରୁ ୬ ବର୍ଷ ହୋଇଥିବା ଆବଶ୍ୟକ ।
ପୂର୍ବରୁ ଏହି ନୂଆ ଶିକ୍ଷାନୀତିର ଅନୁପାଳନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି ।
