ଘରେ କେହି ନଥିବା ବେଳେ ଏହି ଲୁଟ୍ ହୋଇଥିବା ସୂଚନା । ଲୁଟ୍ ପରେ ଝରକା ବାଟ ଦେଇ ଲୁଟେରା ଫେରାର ମାରିଛନ୍ତି । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।