
ଆସନ୍ତାକାଲି ୧୦ ଘଟିକା ସମୟରେ ମୋଦିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକା ୩୦ ମିନିଟ୍ ସମୟରେ ଜନତା ମଇଦାନ ଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଳେଭକୁ ଉଦ୍ଘାଟନ କରିବେ ।
ଭୁବନେଶ୍ୱର ବିମାନବନ୍ଦରଠୁ ରାଜଭବନ ଓ ଜନତା ମୈଦାନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।
