Category: ଦେଶ ବିଦେଶ

ଭାରତ-ପାକିସ୍ତାନ ଉତ୍ତେଜନା: ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର

ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ବ୍ଲାକ ଆଉଟ୍ ରହିବ ରାଜସ୍ଥାନର ଜୈସେଲମେର ସହର । ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ବ୍ଲାକ୍‌ ଆଉଟ୍…

ଅପରେସନ ସିନ୍ଦୂର

ଶ୍ରୀନଗର/ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ବିଳମ୍ବିତ ରାତିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଭିତ୍ତିଭୂମି…

ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍

ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ପହଲଗାମ୍‌ ଆକ୍ରମଣ ଘଟଣା ପରେ ଆକ୍ସନରେ କେନ୍ଦ୍ର ସରକାର । ସୋମବାର ବସିଥିବା ଗୃହ ମନ୍ତ୍ରାଳୟର ବସିଥିବା ଗୁରୁତ୍ୱପୂର୍ଣ୍ଣ…

ଷଷ୍ଠ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଉଭୟ ଦେଶର DGMOଙ୍କ କଥାବାର୍ତ୍ତା

ଭାରତୀୟ ସୀମାରେ ଆଜି ପୁଣି ପାକିସ୍ତାନର ଗୁଳିମାଡ଼ । ଲଗାତାର ଷଷ୍ଠ ଦିନରେ ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । କାଲି ଯାଏଁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହିତ ଭାରତର ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ ବାତିଲ କରିଛନ୍ତି ।…

ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି

ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ମିଳିଛି ଆଶ୍ବସ୍ତି । ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ।ଦୀର୍ଘକାଳୀନ ଭିସା (ଏଲଟିଭି) ପୁନଃ ଆବେଦନ…

୪ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

କେନ୍ଦ୍ର ସରକାର ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡ଼ିଶାରୁ ୪ ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। ଭେଷଜ କ୍ଷେତ୍ରରେ ଡା. ପ୍ର​ଫେସର…

୪ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ପୁରସ୍କାର ମିଳିଛି। ସେହିଭଳି କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀ ଗଡ଼ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି। ସେ ସୂକ୍ଷ୍ମକଳାରେ ବିକେ କଲେଜ ଅଫ୍‌ ଆର୍ଟ…

ଆର ପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

କଂଗ୍ରେସର ବରିଷ୍ଠ ନେତା, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କର ଦେହାନ୍ତ ହୋଇଛି । ୯୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର…

ପୁଞ୍ଚ୍‌ରେ ୩୫୦ ଫୁଟ୍‌ ତଳକୁ ଖସିଲା ସେନା ଗାଡ଼ି: ୫ ଯବାନଙ୍କ ମୃତ୍ୟୁ, ୩ ଆହତ

ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ…